ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆଥଲେଟିକ୍ସ ପୁରୁଷ ଟ୍ରିପଲ ଜମ୍ପରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଏଲଧୋସ ପାଉଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 08 AUG 2022 3:46PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ସିଡବ୍ଲ୍ୟୁଜି ୨୦୨୨ ରେ ଆଥଲେଟିକ୍ସ ପୁରୁଷ ଟ୍ରିପଲ ଜମ୍ପରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଏଲଧୋସ ପାଉଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ଆଜିର ଟ୍ରିପଲ୍ ଜମ୍ପ ପ୍ରତିଯୋଗିତାଣ୍ଟଐତିହାସିକ ଅଟେ ଆମର ଆଥଲେଟମାନେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି ସ୍ୱର୍ଣ୍ଣ ପଦକ ଜିତିଥିବା ତଥା ପୂର୍ବ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ତାଙ୍କର ଭଲ ପ୍ରଦର୍ଶନକୁ ସମର୍ଥନ କରିଥିବା ଚମତ୍କାର ପ୍ରତିଭାବାନ ଏଲଧୋସ ପାଉଲଙ୍କୁ ଅଭିନନ୍ଦନ ତାଙ୍କର ଉତ୍ସର୍ଗୀକୃତ ପ୍ରଶଂସନୀୟ ଅଟେ #Cheer4India"

HS


(ରିଲିଜ ଆଡି: 1849830) ପରିଦର୍ଶକ କାଉଣ୍ଟର : 187