ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବକ୍ସିଂରେ ବ୍ରୋଞ୍ଚ ପଦକ ଜିତିଥିବାରୁ ରୋହିତ ଟୋକାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 08 AUG 2022 3:45PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ସିଡବ୍ଲ୍ୟୁଜି ୨୦୨୨ ରେ ପୁରୁଷ ୬୭ କେଜି ବକ୍ସିଂରେ ବ୍ରୋଞ୍ଚ ପଦକ ଜିତିଥିବାରୁ ରୋହିତ ଟୋକାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ରୋହିତ ଟୋକାସଙ୍କ ସଫଳତା ଦ୍ୱାରା ଆନନ୍ଦିତ ମୁଁ ତାଙ୍କୁ ବକ୍ସିଂରେ ବ୍ରୋଞ୍ଚ ପଦକ ଜିତିବା ପାଇଁ ଅଭିନନ୍ଦନ ଜଣାଉଛି ତାଙ୍କର ପରିଶ୍ରମ ଏବଂ ସ୍ଥିରତା ବହୁତ ଭଲ ଫଳାଫଳ ଦେଇଛି ମୁଁ ଆଶା କରୁଛି ସେ ଆଗାମୀ ଦିନରେ ଆହୁରି ଅଧିକ ସଫଳତା ପାଇବେ #Cheer4India"

HS


(रिलीज़ आईडी: 1849828) आगंतुक पटल : 160
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam