ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଭାରତର ସମୃଦ୍ଧ ସାଂସ୍କୃତିକ ବିବିଧତାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ
ଷ୍ଟାର୍ଟଅପ୍ ସହିତ ଜଡିତ ଯୁବକମାନଙ୍କୁ ହସ୍ତତନ୍ତ ଷ୍ଟାର୍ଟଅପ୍ ଗ୍ରାଣ୍ଡ ଚ୍ୟାଲେଞ୍ଜରେ ଭାଗ ନେବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
07 AUG 2022 11:30PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଭାରତର ସମୃଦ୍ଧ ସାଂସ୍କୃତିକ ବିବିଧତା ତଥା ପାରମ୍ପରିକ କଳା କାର୍ଯ୍ୟ କରୁଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଷ୍ଟାର୍ଟଅପ୍ ଜଗତ ସହିତ ଜଡିତ ସମସ୍ତ ଯୁବକଙ୍କୁ ହସ୍ତତନ୍ତ ଷ୍ଟାର୍ଟଅପ୍ ଗ୍ରାଣ୍ଡ ଚ୍ୟାଲେଞ୍ଜରେ ଭାଗ ନେବାକୁ ଅନୁରୋଧ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଜାତୀୟ ହସ୍ତତନ୍ତ ଦିବସ ଅବସରରେ, ଭାରତର ସମୃଦ୍ଧ ସାଂସ୍କୃତିକ ବିବିଧତା ଏବଂ ଆମର କଳା ପରମ୍ପରା ପାଳନ ଲାଗି କାର୍ଯ୍ୟ କରୁଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି । #MyHandloomMyPride
“ବୁଣାକାରଙ୍କ ପାଇଁ ଚିନ୍ତାଧାରା ଏବଂ ଅଭିନବ କରିବାର ଏକ ଉତ୍କୃଷ୍ଟ ସୁଯୋଗ । ଷ୍ଟାର୍ଟଅପ୍ ଜଗତ ସହିତ ଜଡିତ ସେହି ସମସ୍ତ ଯୁବକଙ୍କୁ ଏଥିରେ ଭାଗ ନେବାକୁ ଅନୁରୋଧ ... #MyHandloomMyPride
HS
(रिलीज़ आईडी: 1849542)
आगंतुक पटल : 191
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam