ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଭାରତର ସମୃଦ୍ଧ ସାଂସ୍କୃତିକ ବିବିଧତାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ


ଷ୍ଟାର୍ଟଅପ୍ ସହିତ ଜଡିତ ଯୁବକମାନଙ୍କୁ ହସ୍ତତନ୍ତ ଷ୍ଟାର୍ଟଅପ୍ ଗ୍ରାଣ୍ଡ ଚ୍ୟାଲେଞ୍ଜରେ ଭାଗ ନେବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 07 AUG 2022 11:30PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଭାରତର ସମୃଦ୍ଧ ସାଂସ୍କୃତିକ ବିବିଧତା ତଥା ପାରମ୍ପରିକ କଳା କାର୍ଯ୍ୟ କରୁଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ଷ୍ଟାର୍ଟଅପ୍ ଜଗତ ସହିତ ଜଡିତ ସମସ୍ତ ଯୁବକଙ୍କୁ ହସ୍ତତନ୍ତ ଷ୍ଟାର୍ଟଅପ୍ ଗ୍ରାଣ୍ଡ ଚ୍ୟାଲେଞ୍ଜରେ ଭାଗ ନେବାକୁ ଅନୁରୋଧ କରିଛନ୍ତି

 ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

 “ଜାତୀୟ ହସ୍ତତନ୍ତ ଦିବସ ଅବସରରେ, ଭାରତର ସମୃଦ୍ଧ ସାଂସ୍କୃତିକ ବିବିଧତା ଏବଂ ଆମର କଳା ପରମ୍ପରା ପାଳନ ଲାଗି କାର୍ଯ୍ୟ କରୁଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି   #MyHandloomMyPride

ବୁଣାକାରଙ୍କ ପାଇଁ ଚିନ୍ତାଧାରା ଏବଂ ଅଭିନବ କରିବାର ଏକ ଉତ୍କୃଷ୍ଟ ସୁଯୋଗ ଷ୍ଟାର୍ଟଅପ୍ ଜଗତ ସହିତ ଜଡିତ ସେହି ସମସ୍ତ ଯୁବକଙ୍କୁ ଏଥିରେ ଭାଗ ନେବାକୁ ଅନୁରୋଧ ... #MyHandloomMyPride

HS



(Release ID: 1849542) Visitor Counter : 52