ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହିଳା ୫୦ କିଲୋଗ୍ରାମ ବର୍ଗ କୁସ୍ତିରେ କାଂସ୍ୟ ପଦକ ବିଜେତା ପୂଜା ଗେହଲତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 07 AUG 2022 3:19PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ମହିଳା ୫୦ କିଲୋଗ୍ରାମ ବର୍ଗ କୁସ୍ତିରେ କାଂସ୍ୟ ପଦକ ବିଜେତା ପୂଜା ଗେହଲୋତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

କୁସ୍ତିରେ କାଂସ୍ୟ ପଦକ ଜିତିଥିବା ପୂଜା ଗେହଲୋତଙ୍କୁ ଅଭିନନ୍ଦନ । ପ୍ରତିଯୋଗିତାରେ ସେ ସାହସର ସହ ଲଢିଲେ ଓ ଉତ୍କୃଷ୍ଟ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କଲେ । ଭବିଷ୍ୟତ ପାଇଁ ତାଙ୍କୁ ଶୁଭକାମନା ।#Cheer4India    

SR


(रिलीज़ आईडी: 1849381) आगंतुक पटल : 157
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Bengali , Manipuri , Assamese , Punjabi , Punjabi , Gujarati , Tamil , Telugu , Kannada , Malayalam