ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ୧୨୫ କିଲୋଗ୍ରାମ ବର୍ଗ କୁସ୍ତିରେ କାଂସ୍ୟ ପଦକ ବିଜେତା ମୋହିତ ଗ୍ରେୱାଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 06 AUG 2022 11:05AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ୧୨୫ କିଲୋଗ୍ରାମ ବର୍ଗ କୁସ୍ତିରେ କାଂସ୍ୟ ପଦକ ବିଜେତା ମୋହିତ ଗ୍ରେୱାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଆମ କୁସ୍ତିଯୋଦ୍ଧାମାନଙ୍କର ଦମଦାର ପ୍ରଦର୍ଶନ । ପଦକ ତାଲିକାରେ ଯୋଡି ହେଲେ ମୋହିତ ଗ୍ରେୱାଲ । କାଂସ୍ୟ ପଦକ ଜିତି ଫେରିଥିବା ମୋହିତଙ୍କୁ ତାଙ୍କୁ ଏକାଗ୍ରତା ନିଆରା କରିଛି । ତାଙ୍କୁ ଅଭିନନ୍ଦନ । ଆଗାମୀ ଦିନରେ ତାଙ୍କର ଆହୁରି ସଫଳତା କାମନା କରୁଛି ।

 

SR


(रिलीज़ आईडी: 1849113) आगंतुक पटल : 173
इस विज्ञप्ति को इन भाषाओं में पढ़ें: Assamese , Telugu , English , Urdu , हिन्दी , Marathi , Bengali , Manipuri , Punjabi , Gujarati , Tamil , Kannada , Malayalam