ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କାଂସ୍ୟ ପଦକ ବିଜେତା ହରଜିନ୍ଦର କୌରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 02 AUG 2022 10:54AM by PIB Bhubaneswar

ମହିଳା ୭୧ କିଲୋଗ୍ରାମ ଭାରୋତ୍ତଳନ ବର୍ଗରେ କାଂସ୍ୟ ପଦକ ବିଜେତା ହରଜିନ୍ଦର କୌରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଆମ ଭାରୋତ୍ତଳନ ଦଳ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ଏହାକୁ ଜାରି ରଖି ହରଜିନ୍ଦର କୌର କାଂସ୍ୟ ପଦକ ଜିତିଛନ୍ତି । ଏହି ବିଶେଷ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ । ଭବିଷ୍ୟତ ପାଇଁ ତାଙ୍କୁ ଶୁଭକାମନା ।”   

 SR


(रिलीज़ आईडी: 1847496) आगंतुक पटल : 183
इस विज्ञप्ति को इन भाषाओं में पढ़ें: Urdu , English , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam