ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜୁଲାଇରେ ୬ ବିଲିୟନ ୟୁପିଆଇ ନେଣଦେଣକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 02 AUG 2022 10:44AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ମାସରେ ୬ ବିଲିୟନ ୟୁପିଆଇ ନେଣଦେଣ ଭଳି ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧିକୁ ପ୍ରଶଂସା କରିଛନ୍ତି୨୦୧୬ ପରଠାରୁ ଏହା ସର୍ବାଧିକ ନେଣଦେଣ ।

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ନୂଆ ପ୍ରଯୁକ୍ତି ଆପଣାଇ ଅର୍ଥନୀତି ସ୍ୱଚ୍ଛ କରିବା ପାଇଁ ଦେଶବାସୀଙ୍କ ସଂକଳ୍ପକୁ ଏହା ଦର୍ଶାଉଛି । କୋଭିଡ- ୧୯ ମହାମାରୀ ବେଳେ ଡିଜିଟାଲ ନେଣଦେଣ ବେଶ ସହାୟକ ହୋଇଥିଲା ।”  

 

SR


(रिलीज़ आईडी: 1847490) आगंतुक पटल : 217
इस विज्ञप्ति को इन भाषाओं में पढ़ें: Urdu , English , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam