ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ରୌପ୍ୟ ପଦକ ବିଜେତା ଭାରୋତ୍ତୋଳକ ବିନ୍ଦ୍ୟାରାଣୀ ଦେବୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 31 JUL 2022 8:11AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ, ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ରୌପ୍ୟ ପଦକ ବିଜେତା ଭାରୋତ୍ତଳକ ବିନ୍ଦ୍ୟାରାଣୀ ଦେବୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । 

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

ସିଡବ୍ଲୁଜି, ବର୍ମିଂହାମ ଠାରେ ରୌପ୍ୟ ପଦକ ଜିତିଥିବା ବିନ୍ଦ୍ୟାରାଣୀ ଦେବୀଙ୍କୁ ଅଭିନନ୍ଦନ । ଦୃଢ ଅଧ୍ୟବସାୟ ବଳରେ ସେ ଏହି ସଫଳତା ପାଇବା ସହ ଦେଶବାସୀଙ୍କୁ ଗର୍ବିତ କରିଛନ୍ତି । ଆଗାମୀ ଦିନରେ ତାଙ୍କର ସଫଳତା କାମନା କରୁଛି ।

 

SR


(रिलीज़ आईडी: 1846825) आगंतुक पटल : 186
इस विज्ञप्ति को इन भाषाओं में पढ़ें: Kannada , Bengali , English , Urdu , हिन्दी , Marathi , Manipuri , Assamese , Punjabi , Gujarati , Tamil , Telugu , Malayalam