ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜୁଲାଇ ୩୧ ତାରିଖ ପୂର୍ବାହ୍ନ ୧୧ଟାରେ ମନ୍ କି ବାତ୍ ର ଜୁଲାଇ ସଂସ୍କରଣକୁ ଶୁଣିବା ଲାଗି ନାଗରିକମାନଙ୍କୁ ଆମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ
ଜୁନ୍ ସଂସ୍କରଣର ମନ୍ କି ବାତ୍ ପୁସ୍ତିକାକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
30 JUL 2022 6:27PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ନାଗରିକଙ୍କୁ ଜୁଲାଇ ୩୧ ତାରିଖ ଦିନ ପୂର୍ବାହ୍ନ ୧୧ଟା ସମୟରେ ମନ କି ବାତର ଜୁଲାଇ ସଂସ୍କରଣ ଶୁଣିବାପାଇଁ ଆମନ୍ତ୍ରଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମନ କି ବାତ ଜୁନ୍ ସଂସ୍କରଣର ପୁସ୍ତିକାକୁ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ମହାକାଶରେ ଭାରତର ଗତି, କ୍ରୀଡା କ୍ଷେତ୍ରରେ ଗୌରବ, ରଥ ଯାତ୍ରା ଏବଂ ଅନ୍ୟାନ୍ୟ ବିଷୟ ରହିଛି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ମୁଁ ତୁମ ସମସ୍ତଙ୍କୁ ଆସନ୍ତାକାଲି, ୩୧ ଜୁଲାଇ ପୂର୍ବାହ୍ନ ୧୧ ଟା ରେ ଏହି ମାସର ମନ କି ବାତ୍ ଶୁଣିବାକୁ ନିମନ୍ତ୍ରଣ କରୁଛି”
“ଗତ ମାସର ମଜାଦାର ବିଷୟଗୁଡିକ ଯେପରିକି ମହାକାଶରେ ଭାରତର ଗତି, କ୍ରୀଡା କ୍ଷେତ୍ରରେ ଗୌରବ, ରଥ ଯାତ୍ରା ଏବଂ ଅନ୍ୟାନ୍ୟ ବିଷୟ ଉପରେ ଏକ ପୁସ୍ତିକା ମଧ୍ୟ ସେୟାର କରୁଛି ।”
HS
(ରିଲିଜ ଆଡି: 1846619)
ପରିଦର୍ଶକ କାଉଣ୍ଟର : 167
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam