ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ହର ଘର ତିରଙ୍ଗା ଆନ୍ଦୋଳନ ପ୍ରତି ଉତ୍ସାହଜନକ ପ୍ରତିକ୍ରିୟା ପରେ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
22 JUL 2022 2:16PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହର ଘର ତିରଙ୍ଗା ଆନ୍ଦୋଳନକୁ ନେଇ ଉତ୍ସାହଜନକ ପ୍ରତିକ୍ରିୟା ପରେ ଖୁସି ବ୍ୟକ୍ତ କରିଛନ୍ତି ।
ମାଇଁ ଗଭ ଇଣ୍ଡିଆର ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“ହର ଘର ତ୍ରିରଙ୍ଗା ଆନ୍ଦୋଳନ ପ୍ରତି ଉତ୍ସାହଜନକ ପ୍ରତିକ୍ରିୟାରେ ଆନନ୍ଦିତ”
HS
(ରିଲିଜ ଆଡି: 1843888)
ପରିଦର୍ଶକ କାଉଣ୍ଟର : 230
ଏହି ରିଲିଜ ପଢନ୍ତୁ :
Assamese
,
Telugu
,
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Punjabi
,
Gujarati
,
Tamil
,
Kannada
,
Malayalam