ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପି ଗୋପୀନାଥନ ନାୟାରଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 06 JUL 2022 10:05AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ଗାନ୍ଧୀବାଦୀ ତଥା ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ପି ଗୋପୀନାଥନ ନାୟାରଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି:

“ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ତଥା ଗାନ୍ଧୀବାଦୀ ନୀତି ପ୍ରତି ଅଦମ୍ୟ ପ୍ରତିବଦ୍ଧତା ପାଇଁ ଶ୍ରୀ ପି ଗୋପୀନାଥନ ନାୟାର ସବୁଦିନ  ମନେ  ରହିବେ ।  ତାଙ୍କର ଦେହାନ୍ତ ହେତୁ ଦୁଃଖିତ । ମୋର ଚିନ୍ତାଧାରା ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସହ ଅଛି । ଓମ୍ ଶାନ୍ତି ।”

HS


(ରିଲିଜ ଆଡି: 1839682) ପରିଦର୍ଶକ କାଉଣ୍ଟର : 221