ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଯୁକ୍ତରାଷ୍ଟ୍ର ଆମେରିକାର ୨୪୬ ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 04 JUL 2022 11:40PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକାର ୨୪୬ତମ ସ୍ୱାଧୀନତା ଦିବସରେ ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଲା ହାରିସ ଏବଂ ଆମେରିକାର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ଯୁକ୍ତରାଷ୍ଟ୍ର ଆମେରିକାର ୨୪୬ତମ ସ୍ୱାଧୀନତା ଦିବସରେପୋଟସ୍‌, ଜୋ ବାଇଡେନଉପରାଷ୍ଟ୍ରପତି  କମଲା ହାରିସ୍ ଏବଂ ଆମେରିକାର ଲୋକଙ୍କୁ ମୋର ଶୁଭେଚ୍ଛା ଅଭିନନ୍ଦନ

HS


(रिलीज़ आईडी: 1839340) आगंतुक पटल : 201
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam