ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜି -୭ ଶିଖର ସମ୍ମିଳନୀ ଅବସରରେ ୟୁରୋପୀୟ ଆୟୋଗର ସଭାପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ପୋଷ୍ଟ କରାଯିବା ଦିନାଙ୍କ: 28 JUN 2022 8:01AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ ଜୁନ୍‍ ୨୦୨୨ ରେ ଜମାନୀର ସ୍ଲୋସ୍‍ ଏଲାମୁ ଠାରେ ଜି-୭ ସମ୍ମିଳନୀ ଅବସରରେ ୟୁରୋପୀୟ ଆୟୋଗର ସଭାପତି ମାନ୍ୟବର ସୁଶ୍ରୀ ଉର୍ସୁଲା ଭନ୍ ଡେର୍ ଲିଏନଙ୍କୁ ଭେଟିଛନ୍ତି ।

ରାଇସିନା ଆଲୋଚନା ସମୟରେ ଏପ୍ରିଲ ୨୦୨୨ ରେ ରାଷ୍ଟ୍ରପତି ଭୋନ୍ ଡେର୍ ଲିଏନଙ୍କୁ ଦିଲ୍ଲୀ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମନେ ପକାଇ ଦେଇଥିଲେ । ଭାରତ ଏବଂ ୟୁରୋପିଆନ ଆୟୋଗ ମଧ୍ୟରେ ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଜିଆଇ ଚୁକ୍ତିନାମା ଉପରେ ଆଲୋଚନା ଆରମ୍ଭ ହେବାପରେ ନେତାମାନେ ଖୁସି ବ୍ୟକ୍ତ କରିଛନ୍ତି । ସେମାନେ ଡିଜିଟାଲ୍ ସହଯୋଗ, ଜଳବାୟୁ କାର୍ଯ୍ୟଯୋଜନା ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ସମେତ ବିଭିନ୍ନ କ୍ଷେତ୍ରରେ ଭାରତ-ୟୁରୋପିଆନ ଆୟୋଗ ଯୋଗଦାନର ସମୀକ୍ଷା କରିଥିଲେ ।

ସମସାମୟିକ ବିଶ୍ୱ ତଥା ଆଞ୍ଚଳିକ ବିକାଶ ଉପରେ ଉଭୟ ନେତା ମତ ବିନିମୟ କରିଥିଲେ ।

HS


(ରିଲିଜ ଆଡି: 1837767) ପରିଦର୍ଶକ କାଉଣ୍ଟର : 187