ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜି -୭ ଶିଖର ସମ୍ମିଳନୀ ଅବସରରେ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ପୋଷ୍ଟ କରାଯିବା ଦିନାଙ୍କ: 27 JUN 2022 9:22PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ୍‍ ୨୭, ୨୦୨୨ ରେ ଜର୍ମାନୀର ସ୍ଲୋସ୍‍ ଏଲାମୁ ଠାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ଇଣ୍ଡୋନେସିଆର ରାଷ୍ଟ୍ରପତି ମାନ୍ୟବର ଶ୍ରୀ ଜୋକୋ ୱିଡୋଡୋଙ୍କୁ ଭେଟିଛନ୍ତି ।

ଜି -୨୦ ଶିଖର ସମ୍ମିଳନୀରେ ବର୍ତ୍ତମାନ ଇଣ୍ଡୋନେସିଆର ସଭାପତିତ୍ୱ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ୱିଡୋଡୋଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭାରତର ଆଗାମୀ ଜି -୨୦ ସଭାପତିତ୍ୱ ଉପରେ ଆଲୋଚନା ହୋଇଥିଲା ।

ପାରସ୍ପରିକ ଆଗ୍ରହର ସହିତ ବିଶ୍ୱ ତଥା ଆଞ୍ଚଳିକ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ ।

HS


(ରିଲିଜ ଆଡି: 1837442) ପରିଦର୍ଶକ କାଉଣ୍ଟର : 203