ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଫକ୍ସକନ୍ ଅଧ୍ୟକ୍ଷ ଶ୍ରୀ ୟଙ୍ଗ ଲିୟୁଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
23 JUN 2022 4:18PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫକ୍ସକନର ଅଧ୍ୟକ୍ଷ ଶ୍ରୀ ୟଙ୍ଗ ଲିୟୁଙ୍କୁ ଭେଟିଛନ୍ତି
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“ଫକ୍ସକନ୍ ଅଧ୍ୟକ୍ଷ ଶ୍ରୀ ୟଙ୍ଗ୍ ଲିୟୁଙ୍କୁ ଭେଟି ଆନନ୍ଦିତ । ସେମିକଣ୍ଡକ୍ଟର ସମେତ ଭାରତରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷମତାକୁ ବିସ୍ତାର କରିବା ପାଇଁ ମୁଁ ତାଙ୍କର ଯୋଜନାକୁ ସ୍ୱାଗତ କରୁଛି । ଇଭି ଉତ୍ପାଦନ ଉପରେ ଆମର ଗୁରୁତ୍ୱ ନେଟ୍ ଜିରୋ ନିର୍ଗମନ ପ୍ରତି ଆମର ପ୍ରତିବଦ୍ଧତା ସହିତ ରହିଛି ।”
HS
(रिलीज़ आईडी: 1836601)
आगंतुक पटल : 142
इस विज्ञप्ति को इन भाषाओं में पढ़ें:
Bengali
,
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam