ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଯୋଗରେ ଅନେକ ଶ୍ୱାସକ୍ରିୟା ବ୍ୟାୟାମ ରହିଥାଏ ଯାହାର ବହୁତ ସ୍ୱ।।ସ୍ଥ୍ୟ ଉପକାରିତା ଅଛି: ପ୍ରଧାନମନ୍ତ୍ରୀ

प्रविष्टि तिथि: 16 JUN 2022 11:42AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆସନ ବ୍ୟତୀତ ଯୋଗରେ ଅନେକ ଶ୍ୱାସକ୍ରିୟା ବ୍ୟାୟାମ ମଧ୍ୟ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ ଅଟେ ଶ୍ରୀ ମୋଦୀ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ଯୋଗ ସମ୍ବନ୍ଧୀୟ ବ୍ୟାୟାମ ବିଷୟରେ ସବିଶେଷ ତଥ୍ୟ ରହିଛି

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ଆସନ ବ୍ୟତୀତ ଯୋଗରେ ଅନେକ ଶ୍ୱାସକ୍ରିୟା ବ୍ୟାୟାମ ମଧ୍ୟ ରହିଛି ଯାହାର ଅନେକ ସ୍ୱାସ୍ଥ୍ୟ ଉପକାର ହୋଇଥାଏ ଏହି ଭିଡିଓରେ ଏହି ବ୍ୟାୟାମଗୁଡିକ ବିଷୟରେ ସବିଶେଷ ତଥ୍ୟ ଅନ୍ତର୍ଭୁକ୍ତ କରାଯାଇଛି

HS


(रिलीज़ आईडी: 1834568) आगंतुक पटल : 222
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam