ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଫ୍ରାନ୍ସରେ ଚାଟେଅଉରୌକ୍ସ ୨୦୨୨ ରେ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଭାରତୀୟ ସୁଟର ଅଭନୀ ଲେଖରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
11 JUN 2022 11:45PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସୁଟର ଅଭନୀ ଲେଖରାଙ୍କୁ ଫ୍ରାନ୍ସର ଚାଟେଅଉରୌକ୍ସ ୨୦୨୨ ରେ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
ଚାଟେଅଉରୌକ୍ସ ୨୦୨୨ ରେ ଆଉ ଏକ ସ୍ୱର୍ଣ୍ଣ ଜିତିଥିବାରୁ ଅଭନି ଲେଖରାଙ୍କ ପାଇଁ ଗର୍ବିତ ।
“ନୂତନ ଶିଖରକୁ ଛୁଇଁବା ପାଇଁ ତାଙ୍କର ସଂକଳ୍ପ ଉଲ୍ଲେଖନୀୟ । ଏହି ସଫଳତା ପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଭବିଷ୍ୟତ ପାଇଁ ତାଙ୍କର ବହୁତ ଶୁଭେଚ୍ଛା କାମନା କରୁଛି ।”
HS
(ରିଲିଜ ଆଡି: 1833278)
ପରିଦର୍ଶକ କାଉଣ୍ଟର : 186
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam