ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

‘୮ ବର୍ଷର ଭାରତର ପ୍ରଯୁକ୍ତିବିଦ୍ୟା ଶକ୍ତି 'ର ବିସ୍ତୃତ ବିବରଣୀ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 10 JUN 2022 4:10PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ବର୍ଷ ମଧ୍ୟରେ କିପରି ଅର୍ଥନୀତିର ପ୍ରତ୍ୟେକ କ୍ଷେତ୍ରକୁ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନର ବ୍ୟବହାର ଉନ୍ନତ କରିପାରିଛି ସେ ସମ୍ବନ୍ଧରେ ସେୟାର କରିଛନ୍ତି

ପ୍ରଧାନମନ୍ତ୍ରୀ ତାଙ୍କ ୱେବସାଇଟ୍ narendramodi.in ପ୍ରବନ୍ଧ ଏବଂ ମାଇଁଗଭ୍ ଏକ ଟୁଇଟ୍ ସୂତ୍ରକୁ ସେୟାର କରିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ପ୍ରଯୁକ୍ତିବିଦ୍ୟାର ଅର୍ଥ ହେଉଛି ଅଧିକ ସ୍ୱଚ୍ଛତା

ପ୍ରଯୁକ୍ତିବିଦ୍ୟାର ଅର୍ଥ ହେଉଛିସହଜ ଜୀବନ ଯାପନକୁ ଆଗକୁ ନେବା

ଗତ ବର୍ଷରେ ପ୍ରଯୁକ୍ତିବିଦ୍ୟା ଅନେକ ପଦକ୍ଷେପ ଆପଣଙ୍କୁ ଖୁସି କରିବ   #8YearsOfTechPoweredIndia”

ଗରିବଙ୍କ ସେବା ତଥା ପ୍ରଯୁକ୍ତିବିଦ୍ୟା ବ୍ୟବହାରରେ ଭାରତ ନେତୃତ୍ୱ ନେଉଛି ଗତ ବର୍ଷ ମଧ୍ୟରେ ଆମେ ଅର୍ଥନୀତିର ପ୍ରତ୍ୟେକ କ୍ଷେତ୍ରକୁ ସଫଳତାର ସହ ପରିବର୍ତ୍ତନ କରିଛୁ କେତେକ ପ୍ରମୁଖ ସଂସ୍କାର ଏବଂ ହସ୍ତକ୍ଷେପ ବିଷୟରେ ପଢନ୍ତୁ   #8YearsOfTechPoweredIndia”

HS


(ରିଲିଜ ଆଡି: 1832949) ପରିଦର୍ଶକ କାଉଣ୍ଟର : 176