ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଫ୍ରାନ୍ସର ଚାଟ୍ରେଆଉରକ୍ସରେ ପାରା ଶୁଟିଂ ବିଶ୍ୱକପରେ ସ୍ୱର୍ଣ୍ଣ ଜିତିବା ପାଇଁ ମନୀଷ ନରୱାଲ ଏବଂ ରୁବିନା ଫ୍ରାନ୍ସିସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
08 JUN 2022 8:44PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନୀଷ ନରୱାଲ ଏବଂ ରୁବିନା ଫ୍ରାନ୍ସିସଙ୍କୁ ଫ୍ରାନ୍ସର ଚାଟ୍ରେଆଉରକ୍ସରେ ପାରା ଶୁଟିଂ ବିଶ୍ୱକପରେ ସ୍ୱର୍ଣ୍ଣ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
#Chateauroux2022 ରେ ୧୦ ମିଟର ଏୟାର ପିସ୍ତଲ ଯୁଗ୍ମ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିବା ପାଇଁ ମନୀଷ ନରୱାଲ ଏବଂ ରୁବିନା ଫ୍ରାନ୍ସିସଙ୍କ ପାଇଁ ଗର୍ବିତ ।”
“ଏହି ସ୍ୱତନ୍ତ୍ର ବିଜୟ ପାଇଁ ସେମାନଙ୍କୁ ଅଭିନନ୍ଦନ । ସେମାନଙ୍କର ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା ।”
HS
(ରିଲିଜ ଆଡି: 1832406)
ପରିଦର୍ଶକ କାଉଣ୍ଟର : 167
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam