ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପାରା ଶୁଟିଂ ବିଶ୍ୱକପରେ ସ୍ୱର୍ଣ୍ଣ ଜିତିବା ପାଇଁ ଭାରତୀୟ ସୁଟର ଶ୍ରୀହର୍ଷ ଦେବରାଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 08 JUN 2022 11:23AM by PIB Bhubaneshwar

ପ୍ରଧାନମନ୍ତ୍ରୀ  ଶ୍ରୀ  ନରେନ୍ଦ୍ର  ମୋଦୀ ପାରା ଶୁଟିଂ ବିଶ୍ୱକପରେ ସ୍ୱର୍ଣ୍ଣ ଜିତିବା ପାଇଁ ଭାରତୀୟ ସୁଟର ଶ୍ରୀହର୍ଷ ଦେବରାଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆର ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;

ସ୍ୱର୍ଣ୍ଣ ଜିତି ଥିବା ଶ୍ରୀହର୍ଷ ଦେବରାଦୀଙ୍କ ପାଇଁ ଗର୍ବିତ ତାଙ୍କର ନିଷ୍ଠା ପ୍ରକୃତରେ ପ୍ରେରଣାଦାୟକ ଅଟେ ତାଙ୍କର ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା

HS



(Release ID: 1832221) Visitor Counter : 132