ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟ ସ୍ଥାପନା ଦିବସ ଅବସରରେ ଗୋଆବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 30 MAY 2022 3:08PM by PIB Bhubaneshwar

ରାଜ୍ୟ ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ଗୋଆ ରାଜ୍ୟ ସ୍ଥାପନା ଦିବସ ଅବସରରେ ଗୋଆବାସୀଙ୍କୁ ଶୁଭକାମନା ଜଣାଉଛି । ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିଶ୍ରମୀ ଲୋକଙ୍କୁ ନେଇ ଏହି ରାଜ୍ୟ ପରିପୂର୍ଣ୍ଣ । ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଏହା ଲୋକଙ୍କୁ ଆକର୍ଷିତ କରୁଛି । ଆଗାମୀ ଦିନରେ ଗୋଆର ଉତ୍ତରୋତ୍ତର ସମୃଦ୍ଧି କାମନା କରୁଛି ।”  

 

SR



(Release ID: 1829581) Visitor Counter : 119