ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଲଦାଖରେ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତୀୟ ସେନା କର୍ମଚାରୀଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 27 MAY 2022 7:31PM by PIB Bhubaneswar

ପ୍ରଧାନମନ୍ତ୍ରୀ  ଶ୍ରୀ  ନରେନ୍ଦ୍ର ମୋଦୀ ଲଦାଖରେ ଏକ ବସ୍ ଦୁର୍ଘଟଣାରେ ଭାରତୀୟ ସେନା କର୍ମଚାରୀଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଲଦାଖରେ ଘଟିଥିବା ବସ୍ ଦୁର୍ଘଟଣାରେ ଆମେ ଦୁଃଖିତ, ଯେଉଁଥିରେ ଆମେ ଆମର ସାହସୀ ସେନା କର୍ମଚାରୀଙ୍କୁ ହରାଇଛୁ ମୋର ସମବେଦନା ଶୋକସନ୍ତପ୍ତ ପରିବାର ସହିତ ଅଛି ମୁଁ ଆଶା କରୁଛି ଆହତମାନେ ଶୀଘ୍ର ସୁସ୍ଥ ହୋଇଯିବେ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି

HS


(ରିଲିଜ ଆଡି: 1828847) ପରିଦର୍ଶକ କାଉଣ୍ଟର : 276