ପୋଷ୍ଟ କରାଯିବା ଦିନାଙ୍କ:
17 MAY 2022 9:12PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଉଦଯାପିତ ଡିଫାଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।
ମେ ୨୧ ତାରିଖରେ ପ୍ରଧାନମନ୍ତ୍ରୀ ବାସଭବନକୁ ସେ ଭାରତୀୟ ଦଳକୁ ଆମନ୍ତ୍ରିତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
“ନିକଟରେ ଉଦଯାପିତ ଡିଫାଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ଅଭିନନ୍ଦନ ! ଦଳର ପ୍ରତ୍ୟେକ ଖେଳାଳି ଦେଶର ନାଗରିକଙ୍କ ପାଇଁ ପ୍ରେରଣା ।
୨୧ ତାରିଖ ସକାଳେ ଭାରତୀୟ ଦଳକୁ ନିଜ ବାସଭବନକୁ ଆମନ୍ତ୍ରିତ କରିଛି ।”
SR