ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସଂସ୍କୃତ ଏବଂ ହିନ୍ଦୀ ବିଦ୍ୱାନ, ଡକ୍ଟର ରମା କାନ୍ତ ଶୁକ୍ଳାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 12 MAY 2022 4:58PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଂସ୍କୃତ ତଥା ହିନ୍ଦୀ ବିଦ୍ୱାନ ଡକ୍ଟର ରମା କାନ୍ତ ଶୁକ୍ଳାଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ସଂସ୍କୃତ ଏବଂ ହିନ୍ଦୀ ସାହିତ୍ୟ ଜଗତରେ ଅମୂଲ୍ୟ ଅବଦାନ କରିଥିବା ଡକ୍ଟର ରମା କାନ୍ତ ଶୁକ୍ଳା ଜୀଙ୍କର ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ । ଏହି ଦୁଃଖଦ ସମୟରେ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ମୋର ଗଭୀର ସମବେଦନା । ଓମ୍ ଶାନ୍ତି!”

HS



(Release ID: 1824815) Visitor Counter : 115