ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁରୁଦେବ ଟାଗୋରଙ୍କୁ ତାଙ୍କ ଜୟନ୍ତୀରେ ପ୍ରଣାମ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 09 MAY 2022 8:58AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁଦେବ ଟାଗୋରଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ମୁଁ ଗୁରୁଦେବ ଟାଗୋରଙ୍କୁ ତାଙ୍କ ଜୟନ୍ତୀରେ ପ୍ରଣାମ କରୁଛି ଚିନ୍ତା ଏବଂ କାର୍ଯ୍ୟରେ ସେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇ ଚାଲିଛନ୍ତି ସେ ଆମକୁ ଦେଶ, ସଂସ୍କୃତି ଏବଂ ନୈତିକତା ପାଇଁ ଗର୍ବିତ ହେବାକୁ ଶିକ୍ଷା ଦେଇଛନ୍ତି ସେ ଶିକ୍ଷା, ଶୈଖିକ ଏବଂ ସାମାଜିକ ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ଭାରତ ପାଇଁ ତାଙ୍କର ଦୂରଦୃଷ୍ଟି ପୂରଣ କରିବାକୁ ଆମେ ପ୍ରତିବଦ୍ଧ

HS


(ରିଲିଜ ଆଡି: 1823841) ପରିଦର୍ଶକ କାଉଣ୍ଟର : 214