ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତର ଆଗାମୀ ଜି -୨୦ ସଭାପତିତ୍ୱ ପାଇଁ ଲୋଗୋ ଡିଜାଇନ୍ ପ୍ରତିଯୋଗିତାରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି
प्रविष्टि तिथि:
07 MAY 2022 11:45AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ଆଗାମୀ ଜି -୨୦ ସଭାପତିତ୍ୱ ପାଇଁ ଲୋଗୋ ଡିଜାଇନ ପ୍ରତିଯୋଗିତାରେ ଭାଗ ନେବାକୁ କହିଛନ୍ତି ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସରକାରୀ ମୁଖପାତ୍ରଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ଏକ ସ୍ୱତନ୍ତ୍ର ପ୍ରତିଯୋଗିତା ଯାହା ଆମ ଯୁବକମାନଙ୍କ ସୃଜନଶୀଳତାକୁ ପାଳନ କରେ ।
ଏହି ପ୍ରତିଯୋଗିତାରେ ଭାଗ ନିଅନ୍ତୁ!”
HS
(रिलीज़ आईडी: 1823513)
आगंतुक पटल : 245
इस विज्ञप्ति को इन भाषाओं में पढ़ें:
Telugu
,
English
,
Urdu
,
हिन्दी
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Kannada
,
Malayalam