ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମଇ ୬ ତାରିଖରେ “ଜେଆଇଟିଓ କନେକ୍ଟ ୨୦୨୨” ର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 05 MAY 2022 6:53PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଅରେ ମଇ ୨୦୨୨ ରେ ଜୈନ ଆନ୍ତର୍ଜାତୀୟ ବାଣିଜ୍ୟ ସଂଗଠନର "ଜେଆଇଟିଓ କନେକ୍ଟ ୨୦୨୨ ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ

ଜୈନ ଆନ୍ତର୍ଜାତୀୟ ବାଣିଜ୍ୟ ସଂଗଠନ (ଜେଆଇଟିଓ) ହେଉଛି ବିଶ୍ୱ ବ୍ୟାପୀ ଜୈନମାନଙ୍କୁ ସଂଯୋଗ କରୁଥିବା ଏକ ବିଶ୍ୱସ୍ତରୀୟ ସଂଗଠନ ପାରସ୍ପରିକ ଯୋଗାଯୋଗ ଏବଂ ବ୍ୟକ୍ତିଗତ ଆଲୋଚନା ମାଧ୍ୟମରେ ବ୍ୟବସାୟ ଏବଂ ଶିଳ୍ପକୁ ସାହାଯ୍ୟ କରିବାକୁ ଜେଆଇଟିଓ ସଂଯୋଗ ହେଉଛି ଏକ ପ୍ରୟାସ   “ଜେଆଇଟିଓ କନେକ୍ଟ ୨୦୨୨ତିନି ଦିନିଆ କାର୍ଯ୍ୟକ୍ରମ ପୁଣେର ଗଙ୍ଗାଧାମ ଆନେକ୍ସରେ ମଇ ରୁ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଏବଂ ଏଥିରେ ବ୍ୟବସାୟ ଅର୍ଥନୀତି ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ଏକାଧିକ ଅଧିବେଶନ ଅନ୍ତର୍ଭୁକ୍ତ ରହିବ

HS


(ରିଲିଜ ଆଡି: 1823097) ପରିଦର୍ଶକ କାଉଣ୍ଟର : 209