ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁଜୁରାଟର ପ୍ରତିଷ୍ଠା ଦିବସ ଅବସରରେ ଗୁଜୁରାଟର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 01 MAY 2022 8:51AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ପ୍ରତିଷ୍ଠା ଦିବସ ଅବସରରେ ଗୁଜୁରାଟର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଗୁଜୁରାଟର ପ୍ରତିଷ୍ଠା ଦିବସରେ ଗୁଜରାଟର ଲୋକଙ୍କୁ ମୋର ଶୁଭେଚ୍ଛା । ମହାତ୍ମା ଗାନ୍ଧୀ, ସର୍ଦ୍ଦାର ପଟେଲ ଏବଂ ଅନ୍ୟାନ୍ୟ ମହାନ ବ୍ୟକ୍ତିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗୁଜୁରାଟର ଲୋକମାନେ ସେମାନଙ୍କର ବିବିଧ ସଫଳତା ପାଇଁ ପ୍ରଶଂସିତ ହେଉଛନ୍ତି । ଗୁଜରାଟ ଆଗାମୀ ବର୍ଷରେ ଅଗ୍ରଗତି ଜାରି ରଖୁ ।”

HS


(रिलीज़ आईडी: 1821778) आगंतुक पटल : 156
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam