ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ଠାରେ ନିଜ ବାସଭବନରେ ଏକ ଶିଖ ପ୍ରତିନିଧି ମଣ୍ଡଳୀକୁ ସ୍ୱାଗତ କରିବେ

Posted On: 29 APR 2022 11:30AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ଠାରେ ନିଜ ବାସଭବନରେ ଏକ ଶିଖ ପ୍ରତିନିଧି ମଣ୍ଡଳୀକୁ ସ୍ୱାଗତ କରିବେ । ଶ୍ରୀ ମୋଦୀ ଆଜି ଅପରାହ୍ନ ୫.୩୦ରେ ଏହି ମଣ୍ଡଳୀକୁ ଉଦବୋଧନ ଦେବେ ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ଆଜି ସନ୍ଧ୍ୟାରେ ନିଜ ବାସଭବନରେ ଏକ ଶିଖ ପ୍ରତିନିଧି ମଣ୍ଡଳୀକୁ ସ୍ୱାଗତ କରିବି । ଏହି ମଣ୍ଡଳୀରେ ସମାଜର ବିଭିନ୍ନ ବର୍ଗର ଲୋକେ ସାମିଲ ଅଛନ୍ତି । ଅପରାହ୍ନ ୫.୩୦ରେ ଉପସ୍ଥିତ ମଣ୍ଡଳୀକୁ ଉଦବୋଧନ ପ୍ରଦାନ କରିବି । ନିଶ୍ଚିତ ଦେଖିବେ...” 

 

SR



(Release ID: 1821259) Visitor Counter : 108