ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦେଶ ଆଜି ସ୍ୱଚ୍ଛତାର ନୂତନ କାହାଣୀ ଲେଖୁଛି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 18 APR 2022 11:34AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦେଶର ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣ ଏକ ନୂତନ ଶକ୍ତି ପ୍ରଦାନ କରିଛି ଏବଂ ସ୍ୱଚ୍ଛ ଭାରତ ଅଭିଯାନ ଏହାର ଏକ ଉଦାହରଣ

ଶ୍ରୀ ମୋଦୀ କହିଛନ୍ତି ଯେ ଶୌଚାଳୟ ର୍ନିମାଣ ହେଉ କିମ୍ବା ବର୍ଜ୍ୟବସ୍ତୁ ପରିଚାଳନା ହେଉ, ଐତିହ୍ୟର ସଂରକ୍ଷଣ ହେଉ କିମ୍ବା ସ୍ୱଚ୍ଛତା ପାଇଁ ପ୍ରତିଯୋଗିତା ହେଉ, ଦେଶ ଆଜି ପରିଷ୍କାର ପରିଚ୍ଛନ୍ନତା କ୍ଷେତ୍ରରେ ନୂଆ କାହାଣୀ ଲେଖୁଛି

 ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ଦେଶର ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣ କିପରି ନୂତନ ଶକ୍ତି ଯୋଗାଇଥାଏ, ସ୍ୱଚ୍ଛ ଭାରତ ଅଭିଯାନ ଏହାର ପ୍ରତ୍ୟକ୍ଷ ପ୍ରମାଣ ଶୌଚାଳୟ ର୍ନିମାଣ ହେଉ କିମ୍ବା ବର୍ଜ୍ୟବସ୍ତୁ ପରିଚାଳନା ହେଉ, ଐତିହାସିକ ଐତିହ୍ୟର ସଂରକ୍ଷଣ ହେଉ କିମ୍ବା ପରିଷ୍କାର ପରିଚ୍ଛନ୍ନତା ହେଉ, ସ୍ୱଚ୍ଛତା କ୍ଷେତ୍ରରେ ଦେଶ ଆଜି ନୂତନ କାହାଣୀ ଲେଖୁଛି ” 

HS


(ରିଲିଜ ଆଡି: 1817716) ପରିଦର୍ଶକ କାଉଣ୍ଟର : 184