ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମନ କି ବାତ୍ ଉପରେ ଆଧାରିତ ଏକ ପତ୍ରିକାକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ପରବର୍ତ୍ତୀ ମନ୍ କି ବାତ ୨୪ ଏପ୍ରିଲରେ
ପୋଷ୍ଟ କରାଯିବା ଦିନାଙ୍କ:
17 APR 2022 8:51AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନ କି ବାତର ଶେଷ ପର୍ଯ୍ୟାୟ ଉପରେ ଆଧାର କରି ପ୍ରସ୍ତୁତ ଏକ ପତ୍ରିକାକୁ ସେୟାର କରିଛନ୍ତି । ୨୪ ଏପ୍ରିଲରେ ପରବର୍ତ୍ତୀ ପର୍ଯ୍ୟାୟ ଶୁଣିବାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଲୋକଙ୍କୁ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ଗତ ମାସର ମନ୍ କି ବାତ୍ ରେ ଉପରେ ଆଧାରିତ ଏକ ଆକର୍ଷଣୀୟ ପତ୍ରିକା ଏଠାରେ ଅଛି, ଯେଉଁଥିରେ ଆମେ ଭାରତର ରପ୍ତାନି ଅଭିବୃଦ୍ଧି, ଆୟୁର୍ବେଦ ଷ୍ଟାର୍ଟ ଅପ୍, ଜଳ ସଂରକ୍ଷଣ ଏବଂ ପାରମ୍ପାରିକ ମେଳା ଭଳି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲୁ । ୨୪ ରେ ପରବର୍ତ୍ତୀ ପର୍ଯ୍ୟାୟ ମନ୍ କି ବାତ୍ ରେ ଯୋଗ ଦିଅନ୍ତୁ ।”
http://davp.nic.in/ebook/mib/MannKiBaat_Hindi/index.html"
HS
(ରିଲିଜ ଆଡି: 1817497)
ପରିଦର୍ଶକ କାଉଣ୍ଟର : 231
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam