ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମାନବପ୍ରେମୀ ତଥା ମାନବବାଦୀ ବିଲକିସ୍ ଏଧିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି

प्रविष्टि तिथि: 16 APR 2022 6:40PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାନବପ୍ରେମୀ ତଥା ମାନବବାଦୀ ବିଲକିସ୍ଏଧିଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି ଶ୍ରୀ ମୋଦୀ କହିଛନ୍ତି ଯେ ମାନବିକତା କାର୍ଯ୍ୟରେ ତାଙ୍କର ଦୀର୍ଘ ଦିନର ଉତ୍ସର୍ଗୀକୃତ ସେବା ସମଗ୍ର ବିଶ୍ୱରେ ଲୋକଙ୍କ ଜୀବନକୁ ଛୁଇଁଛି

 ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

 “ବିଲକିସ୍ ଏଧିଙ୍କ ପରଲୋକରେ ମୋର ହୃଦୟରୁ ସମବେଦନା ତାଙ୍କର ଜୀବନ ବ୍ୟାପି ମାନବିକ କାର୍ଯ୍ୟ ବିଶ୍ୱର ଲୋକଙ୍କ ହୃଦୟକୁ ଛୁଇଁଛି ଭାରତର ଲୋକମାନେ ତାଙ୍କୁ ବହୁତ ଭଲ ପାଆନ୍ତି ତାଙ୍କର ଆତ୍ମାକୁ ଶାନ୍ତି ମିଳୁ

HS


(रिलीज़ आईडी: 1817409) आगंतुक पटल : 227
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam