ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗ୍ରାମି ବିଜେତା ରିକି କେଜ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି

प्रविष्टि तिथि: 14 APR 2022 8:54PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ରାମି ବିଜେତା ଭାରତୀୟ ସଂଗୀତଜ୍ଞ ରିକି କେଜଙ୍କ ସହ ତାଙ୍କର ସାକ୍ଷାତକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଭବିଷ୍ୟତର ପ୍ରୟାସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇବାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସଙ୍ଗୀତ ପ୍ରତି ଆପଣଙ୍କର ଉତ୍ସାହ ଏବଂ ଆଗ୍ରହ ଆହୁରି ବଢିବାରେ ଲାଗିଛି

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ରିକି କେଜ୍ତୁମକୁ ଭେଟି ବହୁତ ଖୁସି! ସଂଗୀତ ପ୍ରତି ତୁମର ଉତ୍ସାହ ଏବଂ ଆଗ୍ରହ ଆହୁରି ବଢିବାରେ ଲାଗିଛି ତୁମର ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା

HS


(रिलीज़ आईडी: 1816911) आगंतुक पटल : 154
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam