ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବୈଶାଖୀର ବିଶେଷ ଉତ୍ସବ ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
Posted On:
14 APR 2022 9:10AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୈଶାଖୀର ବିଶେଷ ଉତ୍ସବ ଅବସରରେ ଲୋକଙ୍କୁ ଅଭିବାଦନ ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
ବୈଶାଖୀରେ ସମସ୍ତଙ୍କୁ ଶୁଭେଚ୍ଛା । ମୁଁ ପ୍ରାର୍ଥନା କରୁଛି, ଆମ ସମସ୍ତଙ୍କ ଜୀବନରେ ଏହି ଉତ୍ସବ ଆନନ୍ଦର ଆବେଗ ଭରିଦେଉ ଏବଂ ଜୀବନରେ ଖୁସି ଆଣୁ । ସମସ୍ତଙ୍କୁ ସଫଳତା ଏବଂ ସମୃଦ୍ଧିର ଆର୍ଶୀବାଦ ମିଳୁ ।”
HS
(Release ID: 1816784)
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam