ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗ୍ରାମିରେ ଶ୍ରେଷ୍ଠ ଶିଶୁ ସଂଗୀତ ଆଲବମ୍ ପୁରସ୍କାର ପାଇବା ପାଇଁ ଫାଲଗୁନି ଶାହାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
05 APR 2022 10:04AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫାଲଗୁନି ଶାହାଙ୍କୁ ଗ୍ରାମିରେ ଶ୍ରେଷ୍ଠ ଶିଶୁ ସଙ୍ଗୀତ ଆଲବମ୍ ପୁରସ୍କାର ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଗ୍ରାମିରେ ଶ୍ରେଷ୍ଠ ଶିଶୁ ସଙ୍ଗୀତ ଆଲବମ୍ ପୁରସ୍କାର ଜିତିବା ପାଇଁ ଫାଲଗୁନି ଶାହାଙ୍କୁ ଅଭିନନ୍ଦନ । ଭବିଷ୍ୟତର ଉଦ୍ୟମ ପାଇଁ ତାଙ୍କୁ ବହୁତ ଶୁଭେଚ୍ଛା ।”
HS
(ରିଲିଜ ଆଡି: 1813580)
ପରିଦର୍ଶକ କାଉଣ୍ଟର : 229
ଏହି ରିଲିଜ ପଢନ୍ତୁ :
Malayalam
,
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada