ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପବିତ୍ର ରମଜାନ ମାସ ଆରମ୍ଭରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 02 APR 2022 9:20PM by PIB Bhubaneshwar

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ରମଜାନ ମାସ ଆରମ୍ଭରେ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ପବିତ୍ର ରମଜାନ ମାସ ଆରମ୍ଭରେ ଶୁଭେଚ୍ଛାଏହି ପବିତ୍ର ମାସ ଲୋକମାନଙ୍କୁ ଗରିବଙ୍କ ସେବା କରିବାକୁ ପ୍ରେରଣା ଦେଇଥାଏ ଏହା ମଧ୍ୟ ଆମ ସମାଜରେ ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ କରୁଣାର ଆବେଗକୁ ଆହୁରି ବଢାଇବ

HS



(Release ID: 1813092) Visitor Counter : 139