ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଡକ୍ଟର ଶ୍ରୀ ଶ୍ରୀ ଶ୍ରୀ ଶିଭକୁମାର ସ୍ୱାମୀଗାଲୁଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 01 APR 2022 11:38AM by PIB Bhubaneswar

 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡକ୍ଟର ଶ୍ରୀ ଶ୍ରୀ ଶ୍ରୀ ଶିଭକୁମାର ସ୍ୱାମୀଗାଲୁଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ମୁଁ ଡକ୍ଟର ଶ୍ରୀ ଶ୍ରୀ ଶ୍ରୀ ଶିଭକୁମାର ସ୍ୱାମୀଗାଲୁଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ସେ ଅସଂଖ୍ୟ ଲୋକଙ୍କ ହୃଦୟରେ ବାସ କରନ୍ତି ଆମେ ତାଙ୍କର ଅନନ୍ୟ ସମାଜ ସେବା ତଥା ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ଉପରେ ତାଙ୍କର ଗୁରୁତ୍ୱକୁ ସର୍ବଦା ମନେ ରଖିବୁ ତାଙ୍କର ସ୍ୱପ୍ନକୁ ସାକାର କରିବାପାଇଁ ଆମେ କାର୍ଯ୍ୟ କରିବୁ

HS

 


(ରିଲିଜ ଆଡି: 1812389) ପରିଦର୍ଶକ କାଉଣ୍ଟର : 178