ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ୟାମଜୀ କ୍ରିଷ୍ଣା ବର୍ମାଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 30 MAR 2022 9:48AM by PIB Bhubaneswar

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ୟାମଜୀ କ୍ରିଷ୍ଣା ବର୍ମାଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମର ସ୍ୱାଧୀନତା ସଂଗ୍ରାମରେ ଶ୍ୟାମଜୀ କ୍ରିଷ୍ଣା ବର୍ମାଙ୍କ ସ୍ମରଣୀୟ ଅବଦାନ ପାଇଁ ପ୍ରତ୍ୟେକ ଭାରତୀୟ ଗର୍ବିତ ୨୦୦୩ ରେ ଜେନେଭାରୁ ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଦେହାବଶେଷ ଫେରାଇ ଆଣିବା କଥା ମଧ୍ୟ ସେ ମନେ ପକାଇଥିଲେ

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ତାଙ୍କ ପୁଣ୍ୟ ତିଥିରେ ସାହସୀ ଶ୍ୟାମଜୀ କ୍ରିଷ୍ଣା ବର୍ମାଙ୍କୁ ମନେ ପଡନ୍ତି ଆମର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ପାଇଁ ପ୍ରତ୍ୟେକ ଭାରତୀୟ  ଗର୍ବିତ   ୨୦୦୩  ରେ   ଜେନେଭାରୁ ତାଙ୍କ ଦେହାବଶେଷ ଫେରାଇ ଆଣିବା ମୋ ଜୀବନର ସବୁଠାରୁ ସ୍ୱତନ୍ତ୍ର ମୂହୁର୍ତ୍ତ ହୋଇ ରହିବ

HS


(ରିଲିଜ ଆଡି: 1811441) ପରିଦର୍ଶକ କାଉଣ୍ଟର : 173