ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଯୋଗ ଅଭ୍ୟାସ ପାଇଁ ବିଭିନ୍ନ ରାଷ୍ଟ୍ରର ଲୋକଙ୍କୁ ଏକାଠି କରିଥିବାରୁ କତାରର ଦୋହା ଠାରେ ଥିବା ଭାରତୀୟ ଦୂତାବାସକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
26 MAR 2022 9:11AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ଅଭ୍ୟାସ ପାଇଁ ବିଭିନ୍ନ ରାଷ୍ଟ୍ରର ଲୋକଙ୍କୁ ଏକାଠି କରିଥିବାରୁ କତାରର ଦୋହା ଠାରେ ଥିବା ଭାରତୀୟ ଦୂତାବାସର ପ୍ରଶଂସା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୋଗ ଭଲ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ବିଶ୍ୱକୁ ଏକତ୍ରିତ କରୁଛି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଯୋଗ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ବିଶ୍ୱକୁ ଏକଜୁଟ କରୁଛି । ଯୋଗ ଅଭ୍ୟାସ ପାଇଁ ବିଭିନ୍ନ ଦେଶର ଲୋକଙ୍କୁ ଏକାଠି କରିବା ପାଇଁ ଦୋହା ଠାରେ ଥିବା ଭାରତୀୟ ଦୂତାବାସଙ୍କ ଏକ ମହତ୍ ପ୍ରୟାସ ।”
HS
(ରିଲିଜ ଆଡି: 1810043)
ପରିଦର୍ଶକ କାଉଣ୍ଟର : 188
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam