ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମହାତ୍ମା ଗାନ୍ଧୀ ଏବଂ ଦାଣ୍ଡି ଅଭିମୁଖେ ଯାତ୍ରା କରିଥିବା ସମସ୍ତ ମହାନ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
12 MAR 2022 10:39AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ୟାୟକୁ ବିରୋଧ କରିବା ତଥା ଆମ ଦେଶର ଆତ୍ମ ସମ୍ମାନ ରକ୍ଷା କରିବା ପାଇଁ ମହାତ୍ମା ଗାନ୍ଧୀ ଏବଂ ଦାଣ୍ଡି ଅଭିମୁଖେ ଯାତ୍ରା କରିଥିବା ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
୨୦୧୯ରେ ରାଷ୍ଟ୍ରୀୟ ଲବଣ ସତ୍ୟଗ୍ରାହ ମେମୋରିଆଲକୁ ଉତ୍ସର୍ଗ କରିଥିବା ବେଳେ ପ୍ରଧାନମନ୍ତ୍ରୀ ଦେଇଥିବା ତାଙ୍କ ଭାଷଣକୁ ମନେ ପକାଇଥିଲେ ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଗାନ୍ଧୀଜୀ ଏବଂ ଅନ୍ୟାୟକୁ ବିରୋଧ କରିବା ତଥା ଆମ ଦେଶର ଆତ୍ମ ସମ୍ମାନ ରକ୍ଷା କରିବା ପାଇଁ ଦାଣ୍ଡି ଅଭିମୁଖେ ଯାତ୍ରା କରୁଥିବା ସମସ୍ତ ମହାନ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ।”
୨୦୧୯ ରେ ଦାଣ୍ଡିରେ ଥିବା ଜାତୀୟ ଲବଣ ସତ୍ୟଗ୍ରାହ ମେମୋରିଆଲ୍ ଦେଶ ପାଇଁ ଉତ୍ସର୍ଗୀକୃତ ହୋଇଥିବାବେଳେ ମୋର ଅଭିଭାଷଣକୁ ମୁଁ ସେୟାର କରୁଛି ।”
HS
(रिलीज़ आईडी: 1805366)
आगंतुक पटल : 239
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam