ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କନ୍ୟା ଶିକ୍ଷା ପ୍ରବେଶ ଉତ୍ସବ ଅଭିଯାନକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 08 MAR 2022 2:00PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ "କନ୍ୟା ଶିକ୍ଷା ପ୍ରବେଶ ଉତ୍ସବ ଅଭିଯାନଏକ ଆଦର୍ଶ ପ୍ରୟାସ ଯାହା ଦ୍ୱାରା ଅଧିକରୁ ଅଧିକ ବାଳିକା ଶିକ୍ଷାର ଆନନ୍ଦ ପାଇପାରିବେ ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ସେ ଉଦ୍ୟମ କରିବାକୁ କହିଥିଲେ ପ୍ରତ୍ୟେକ ଯୁବତୀଙ୍କୁ ଶିକ୍ଷା ଏବଂ ଦକ୍ଷତା ଲାଗି ଅନୁମତି ଦିଆଯିବାକୁ ନିଶ୍ଚିତ କରିବା ପାଇଁ ଏହି ଅଭିଯାନ ଏକ ମିଶନ

କେନ୍ଦ୍ର ମହିଳା ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମତି ଜୁବିନ୍ଇରାନୀଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଏକ ଟୁଇଟରେ କହିଛନ୍ତି:

ଏକ ଆଦର୍ଶ ପ୍ରୟାସ ଯାହା ଅଧିକରୁ ଅଧିକ ଝିଅମାନଙ୍କୁ ଶିକ୍ଷାର ଆନନ୍ଦ ପାଇବାକୁ ନିଶ୍ଚିତ କରିବ! ଆସନ୍ତୁ ସମସ୍ତେ ଏକ ରାଷ୍ଟ୍ର ଭାବରେ ଏକାଠି ହୋଇ ଏହି ଆନ୍ଦୋଳନକୁ ସଫଳ କରିବା

HS


(ରିଲିଜ ଆଡି: 1803936) ପରିଦର୍ଶକ କାଉଣ୍ଟର : 232