ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶର ଲୋକମାନଙ୍କୁ ସେମାନଙ୍କର ରାଜ୍ୟ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
20 FEB 2022 9:11AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶର ଲୋକମାନଙ୍କୁ ସେମାନଙ୍କର ରାଜ୍ୟ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଅରୁଣାଚଳ ପ୍ରଦେଶର ଲୋକମାନଙ୍କୁ ସେମାନଙ୍କର ରାଜ୍ୟ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା । ରାଜ୍ୟର ଲୋକମାନେ ସେମାନଙ୍କର ଅଦ୍ଭୁତ ପ୍ରତିଭା ଏବଂ ପରିଶ୍ରମ ସ୍ୱଭାବ ପାଇଁ ଜଣାଶୁଣା । ଆସନ୍ତା ଦିନରେ ରାଜ୍ୟ ବିକାଶର ନୂତନ ଶିଖରକୁ ଛୁଇଁବ ।”
HS
(ରିଲିଜ ଆଡି: 1799739)
ପରିଦର୍ଶକ କାଉଣ୍ଟର : 200
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam