ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦେଶର ଶହେଟି ସ୍ଥାନରେ କିଷାନ ଡ୍ରୋନ କାର୍ଯ୍ୟ ଦେଖି ବେଶ ଆନନ୍ଦିତ କହିଲେ ପ୍ରଧାନମନ୍ତ୍ରୀ

Posted On: 19 FEB 2022 11:14AM by PIB Bhubaneshwar

ଏକ ଟ୍ୱିଟ୍ ଯୋଗେ କହିଛନ୍ତି ଯେ 

“ଦେଶର ଶହେଟି ସ୍ଥାନରେ କିଷାନ ଡ୍ରୋନ କାର୍ଯ୍ୟ ଦେଖି ବେଶ ଆନନ୍ଦିତ । ଏହା ଏକ ଦକ୍ଷ ଷ୍ଟାର୍ଟଅପ @garuda_india.ର ପ୍ରଶଂସନୀୟ ପଦକ୍ଷେପ ।

“ନବୀନତମ ବୈଷୟିକଜ୍ଞାନ ଆମର ଚାଷୀଙ୍କୁ ସଶକ୍ତ କରିବା ସହ କୃଷିକୁ ଅଧିକ ଲାଭଜନକ କରିବ ।”

 

Glad to have witnessed Kisan Drones in action at 100 places across the country. This is a commendable initiative by a vibrant start-up, @garuda_india.

Innovative technology will empower our farmers and make agriculture more profitable. pic.twitter.com/x5hTytderV

— Narendra Modi (@narendramodi) February 19, 2022

****

 

SM/SLP



(Release ID: 1799563) Visitor Counter : 159