ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ "ତାମିଲ ଥାଥା" ୟୁ. ଭେ. ସ୍ୱାମୀନାଥ ଆୟାରଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ମନେ ପକାଇଛନ୍ତି

प्रविष्टि तिथि: 19 FEB 2022 9:16AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ "ତାମିଲ ଥାଥା" ୟୁ ଭେ ସ୍ୱାମୀନାଥ ଆୟାରଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । 

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ତାମିଲ ଥାଥା ୟୁ.ଭେ.ସ୍ୱାମୀନାଥ ଆୟାର ତାଙ୍କ ଜନ୍ମ ବାର୍ଷିକୀରେ ମନେ ପଡୁଛନ୍ତି । ତାମିଲ ସଂସ୍କୃତି ଏବଂ ଭାଷାକୁ ତାଙ୍କର ଅବଦାନ ପାଇଁ ପ୍ରଶଂସିତ ହୋଇ ସେ ସଙ୍ଗମ ଯୁଗର କାର୍ଯ୍ୟଗୁଡିକୁ ଲୋକପ୍ରିୟ କରିଥିଲେ ଏବଂ ବହୁମୂଲ୍ୟ ଐତିହ୍ୟ ସଂରକ୍ଷିତ କରିବାରେ ସାହାଯ୍ୟ କରିଥିଲେ । ଅଧିକ ଯୁବକଙ୍କୁ ତାଙ୍କର ସମୃଦ୍ଧ କାର୍ଯ୍ୟାବଳୀ ପଢିବାକୁ ଅନୁରୋଧ ।”

HS


(रिलीज़ आईडी: 1799554) आगंतुक पटल : 257
इस विज्ञप्ति को इन भाषाओं में पढ़ें: Telugu , Malayalam , English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Kannada