ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିର ଉର୍ସରେ ଅଜମେର ସରିଫ ଦରଘା ଠାରେ ଚଢାଯିବା ଲାଗି ଚାଦର ପ୍ରଦାନ କରିଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
02 FEB 2022 10:05PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଚାଦର ପ୍ରଦାନ କରିଛନ୍ତି ଯାହା ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିର ଉର୍ସରେ ଅଜମେର ସରିଫ ଦରଘାରେ ଚଢାଯିବ
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ଚାଦର ଦେଉଛି ଯାହା ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିର ଉର୍ସରେ ଅଜମେର ସରିଫ ଦରଘାରେ ପ୍ରଦାନ କରାଯିବ ।”
HS
(ରିଲିଜ ଆଡି: 1795024)
ପରିଦର୍ଶକ କାଉଣ୍ଟର : 190
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam