ପୋଷ୍ଟ କରାଯିବା ଦିନାଙ୍କ:
25 JAN 2022 11:40PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଦ୍ମ ପୁରସ୍କାର ପାଇଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଯେଉଁମାନେ ପଦ୍ମ ପୁରସ୍କାର ପାଇଛନ୍ତି ସେମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ । ସମଗ୍ର ଦେଶ ସେମାନଙ୍କର ସଫଳତାକୁ ଭଲ ପାଆନ୍ତି ଏବଂ ସମାଜକୁ ସେମାନଙ୍କର ଅବଦାନ ପାଇଁ ଆମେ ସମସ୍ତେ ଗର୍ବିତ ।”
HS