ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଚତୁର୍ଥ ଥର ପାଇଁ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ହୋଇଥିବା ମାନ୍ୟବର ମାର୍କ ରୁଟେଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି

प्रविष्टि तिथि: 11 JAN 2022 11:45PM by PIB Bhubaneshwar

ପ୍ରଧାନମନ୍ତ୍ରୀ  ଶ୍ରୀ  ନରେନ୍ଦ୍ର ମୋଦୀ ଚତୁର୍ଥ ଥର ପାଇଁ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ହୋଇଥିବା ମାନ୍ୟବର ମାର୍କ ରୁଟେଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ମୋର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ମାର୍କ ରୁଟେଙ୍କୁ ଅଭିନନ୍ଦନ ଏବଂ ଚତୁର୍ଥ ପାଳିର କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ବିଶ୍ୱାସ ଯେ ଆମେ ମିଳିତ ଭାବେ ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ବ୍ୟାପକ ସହଭାଗିତାକୁ ନୂତନ ଶିଖରରେ ପହଞ୍ଚାଇବୁ

HS


(रिलीज़ आईडी: 1789633) आगंतुक पटल : 158
इस विज्ञप्ति को इन भाषाओं में पढ़ें: Malayalam , English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada