ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କର ପ୍ରକାଶ ପୁରବ ଅବସରରେ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 09 JAN 2022 9:49AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କର ପ୍ରକାଶ ପୁରବ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କର ପ୍ରକାଶ ପୁରବ ଅବସରରେ ଅଭିନନ୍ଦନ । ତାଙ୍କ ଜୀବନ ଏବଂ ବାଣୀ ଲକ୍ଷ ଲକ୍ଷ ଲୋକଙ୍କୁ ଶକ୍ତି ପ୍ରଦାନ କରେ । ମୁଁ ସର୍ବଦା ମନେ ରଖିବି ଯେ ଆମ ସରକାର ତାଙ୍କର ୩୫୦ ତମ ପ୍ରକାଶ ପୁରବକୁ ଚିହ୍ନିତ କରିବାର ସୁଯୋଗ ପାଇଛି । ମୋର ପାଟନା ଯାତ୍ରାର କିଛି ଅନୁଭବକୁ ମୁଁ ଏଠାରେ ରଖୁଛି । https://t.co/1ANjFXI1UA"

HS


(ରିଲିଜ ଆଡି: 1788754) ପରିଦର୍ଶକ କାଉଣ୍ଟର : 249