ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶିଲଙ୍ଗ ଚାମ୍ବର ଚୋୟାର ଶ୍ରୀ ନିଲ ନୋଙ୍ଗକିନରିହଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି

प्रविष्टि तिथि: 05 JAN 2022 8:38PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶିଲଙ୍ଗ ଚାମ୍ବର ଚୋୟରଙ୍କ ଉପଦ୍ଦେଷ୍ଟା ତଥା ନିର୍ଦ୍ଦେଶକ ଶ୍ରୀ ନୀଲ ନୋଙ୍ଗକନିରିହଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ଶ୍ରୀ ନୀଲ ନୋଙ୍ଗକିନରିହ ଶିଲୋଙ୍ଗ ଚାମ୍ବର ଚୋୟର ପାଇଁ ଜଣେ ଉଲ୍ଲେଖନୀୟ ପରାମର୍ଶଦାତା ଥିଲେ, ଯାହା ଦର୍ଶକଙ୍କୁ ସର୍ବଭାରତୀୟ ସ୍ତରରେ ଆକର୍ଷିତ କରିଥିଲା ମୁଁ ମଧ୍ୟ ସେମାନଙ୍କର କିଛି ଚମତ୍କାର ପ୍ରଦର୍ଶନକୁ ଦେଖିଛି ସେ ଖୁବ୍ ଶୀଘ୍ର ଆମ ଠାରୁ ବିଦାୟ ନେଇଛନ୍ତି ତାଙ୍କର ସୃଜନଶୀଳତା ସର୍ବଦା ସ୍ମରଣୀୟ ରହିବ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା ଶ୍ରଦ୍ଧାଞ୍ଜଳି

HS


(रिलीज़ आईडी: 1787878) आगंतुक पटल : 214
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam