ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ରାଣୀ ଭେଲୁ ନାଚିଆରଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ମନେ ପକାଇଛନ୍ତି

Posted On: 03 JAN 2022 11:49AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଣୀ ଭେଲୁ ନାଚିଆରଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ତାଙ୍କ ଜନ୍ମ ବାର୍ଷିକୀରେ ସାହସୀ ରାଣୀ ଭେଲୁ ନାଚିଆରଙ୍କୁ ସ୍ମରଣ କରିବା ତାଙ୍କର ଅଦମ୍ୟ ସାହସ ଆଗାମୀ ପୀଢିକୁ ଉତ୍ସାହିତ କରିବ ଉପନିବେଶବାଦ ବିରୋଧରେ ଲଢିବା ପାଇଁ ତାଙ୍କର ଦୃଡ ପ୍ରତିବଦ୍ଧତା ଉଲ୍ଲେଖନୀୟ ଥିଲା ସେ ଆମର ନାରୀ ଶକ୍ତିଙ୍କ ଆବେଗକୁ ବ୍ୟକ୍ତ କରିଥିଲେ

Remembering the brave Rani Velu Nachiyar on her birth anniversary. Her indomitable courage shall keep motivating the coming generations. Her strong commitment to fight colonialism was remarkable. She personifies the spirit of our Nari Shakti.

— Narendra Modi (@narendramodi) January 3, 2022

HS



(Release ID: 1787083) Visitor Counter : 138